29.1 C
Bhubaneswar
Saturday, April 27, 2024
Homeଅପରାଧଆମେଥି ରେ ଦଳିତ ଗ୍ରାମସେବକଙ୍କୁ ଜଳାଇ ହତ୍ୟା

ଆମେଥି ରେ ଦଳିତ ଗ୍ରାମସେବକଙ୍କୁ ଜଳାଇ ହତ୍ୟା

ଉତ୍ତରପ୍ରଦେଶ: ଆମେଥିର ମୁଂଶୀଗଜ୍ ନିକଟରେ ଥିବା ବନ୍ଦୋୟିଆ ଗ୍ରାମରେ ଘଟିଯାଇଛି ଏହି ମର୍ମନ୍ତୁଦ ଘଟଣା । ଘର ଭିତରୁ ମିଳିଛି ଗ୍ରାମସେବକଙ୍କ ଅଧାଜଳା ମୃତଦେହ । ଘରପାଖ ଲୋକମାନେ ଗ୍ରାମସେବକଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତି କରାଇଥିଲେ ଓ ସେଠି ତାଙ୍କର ମତ୍ୟୁ ହେଇଥିଲା
ସୂଚନାଯୋଗ୍ୟଯେ ଗୁରୁବାର ବିଳମ୍ବିତ ରାତିରେ ଘର ଭିତରୁ ଚିତ୍କାର ଶବ୍ଦ ଶୁଣି ପଡ଼ୋଶୀମାନେ ଯାଇ ଦେଖିବାପରେ କାହାର ଶରୀର ନିଆଁରେ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ ପରେ ଗ୍ରାମସେବକ ବୋଲି ଚିହ୍ନଟ କରିଥିଲେ । ଏବଂ ତୁରନ୍ତ ଆମ୍ବୁଲାନ୍ସକୁ ଡ଼ାକି ଗ୍ରମସେବକ ଅର୍ଜୁନ୍‌ଙ୍କୁ ଡ଼ାକ୍ତରଖାନା ପହଞ୍ଚାଇବା ସହ ପୋଲିସ୍‌କୁ ସୂଚନା ଦେଇଥିଲେ ।ପରେ ଏକ ଘରେଇ ଡ଼ାକ୍ତରଖାନାେରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏବେ ପୋଲିସ୍ ଶବକୁ ବ୍ୟବଛେଦ ପାଇଁ ପଠାଇଛି ଓ ଫରେନ୍ସିକ୍ ଟିମ୍ ପହଞ୍ଚି ଗ୍ରାମରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking