35.1 C
Bhubaneswar
Tuesday, April 23, 2024
Homeଓଡିଶାରସାୟନ ବିଜ୍ଞାନରେ ଟପ୍ପର

ରସାୟନ ବିଜ୍ଞାନରେ ଟପ୍ପର

ଉଦଳା : ଆଜି ସାରା ଓଡିଶାରେ ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥିରେ ଉତ୍ତରଓଡିଶା ଵିଶ୍ଵ ଵିଦ୍ଯାଳୟର ଭି କିୟୁ ଶତପଥି ରସାୟନ ଶାସ୍ତ୍ରରେ ମୋଟ୧୨୬୪ ନମ୍ବର ରଖି ରସାୟନ ବିଜ୍ଞାନରେ ଟପ୍ପର ହୋଇଛନ୍ତି। ଶତକଡା୯୦ ପ୍ରତିଶତ ନମ୍ବର ରଖିଥିଵାରୁ ଵାରିପଦା କଲେଜ ଵାରିପଦାର ଅଧକ୍ଷ ସାଧୁବାଦ ଜଣାଇବା ସହ ଆଗାମି ଦିନରେ ଜଣେ ଭଲ ମଣିଷ ହେଵାକୁ ନିର୍ଦ୍ଦେଶ ଦେଇଛନ୍ତି। ଭି କିୟୁ ଶତପଥୀ କପ୍ତିପଦା ବ୍ଲକ ନୂଆସାହି ଗ୍ରାମର କମେଡି କିଙ୍ଗ ପପୁ ପମ ପମଙ୍କ ପୁତରା ଓ ଜୟପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅରଵିନ୍ଦ ଶତପଥୀଙ୍କ ପୁଅ । ଆଜି ତାଙ୍କ ଘରେ ଏକ ଖୁସିର ମାହଲ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking