30.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା

ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା

ଭୁବନେଶ୍ୱର : ଓଡିଶାକୁ ଫେରିବ ବିଜୁଙ୍କ ଡାକୋଟା ବିମାନ । ଆଜି ଲୋକସେବା ଭବନରେ ବସିଥିବା ବୈଠକରେ ଏ ନେଇ ବିଧିବଦ୍ଧ ଭାବେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ, ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋଲକାତା ବିମାନ ବନ୍ଦରରୁ କିଭଳି ରାଜ୍ୟକୁ ଅଣା ଯାଇପାରିବ ସେ ନେଇ ବୈଠକରେ ପ୍ରାରମ୍ଭିକ ଭାବରେ ଆଲୋଚନା କରାଯାଇଛି । ଡାକୋଟା ବିମାନକୁ ଓଡ଼ିଶା ଆଣିବା ଲାଗି ଅନୁମତି ପ୍ରଦାନ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ଜଣାପଡ଼ିଛି ।
https://onakhabar.com/2020/01/16/mata-vaishno-devi-bhavan-marg-due-to-falling-stones/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking