38.1 C
Bhubaneswar
Wednesday, May 1, 2024
Homeକରୋନାଦେଶରେ ୫ ହଜାର ପାର୍‌‌ ହେଲା ଦୈନିକ କରୋନା ସଂକ୍ରମଣ

ଦେଶରେ ୫ ହଜାର ପାର୍‌‌ ହେଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ଆଉ ୫ ହଜାର ୬୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। ସୋମବାର ୫,୮୮୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ଅନେକ ରାଜ୍ୟରେ ଗତ ୧ ମାସ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିଲା ସେଠାରେ ସଂକ୍ରମଣର ନୂଆ ମାମଲା ଚିନ୍ତା ବଢାଇଛି। ସୋମବାର ତୁଳନାରେ ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ୍‌‌ ରହିଛି।

ବିଦ୍ୟୁତ ତାର ନେଲା ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking