ବିଦ୍ୟୁତ ତାର ନେଲା ଜୀବନ

ବଣାଇ: ୧୧ କେଭି ତାର ସଂଯୋଗ ବେଳେ ଠିକା କର୍ମଚାରୀଙ୍କ ମୃତ । କନ୍ତଯୋଡି ନିକଟରେ ଠିକା ସଂସ୍ଥା କାମ କରୁଥିଲା ବେଳେ ଏହିଭଳି ଅଘଟଣ ଘଟିଯାଇଛି । ମୃତ ଠିକା କର୍ମଚାରୀକୁ ଖୁଣ୍ଟରୁ ବାହାର କଲେ ଅଗ୍ନିଶମ କର୍ମଚାରୀ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ଏବଂ ୨ କର୍ମଚାରୀ ଅଟକ ଅଛନ୍ତି । ଆଜି ରାଜ୍ୟରେ ପାଳନ ହେଉଛି ଛେନାପୋଡ଼ ଦିବସ