28.1 C
Bhubaneswar
Wednesday, May 22, 2024
Homeଓଡିଶାବିଦ୍ୟୁତ ତାର ନେଲା ଜୀବନ

ବିଦ୍ୟୁତ ତାର ନେଲା ଜୀବନ

ବଣାଇ: ୧୧ କେଭି ତାର ସଂଯୋଗ ବେଳେ ଠିକା କର୍ମଚାରୀଙ୍କ ମୃତ । କନ୍ତଯୋଡି ନିକଟରେ ଠିକା ସଂସ୍ଥା କାମ କରୁଥିଲା ବେଳେ ଏହିଭଳି ଅଘଟଣ ଘଟିଯାଇଛି । ମୃତ ଠିକା କର୍ମଚାରୀକୁ ଖୁଣ୍ଟରୁ ବାହାର କଲେ ଅଗ୍ନିଶମ କର୍ମଚାରୀ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ଏବଂ ୨ କର୍ମଚାରୀ ଅଟକ ଅଛନ୍ତି ।

ଆଜି ରାଜ୍ୟରେ ପାଳନ ହେଉଛି ଛେନାପୋଡ଼ ଦିବସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking