28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଶ୍ମଶାନ ଛାତ ଭୁସୁଡି ୧୭ ମୃତ୍ୟୁ

ଶ୍ମଶାନ ଛାତ ଭୁସୁଡି ୧୭ ମୃତ୍ୟୁ

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଜିଆବାଦର ମୁରାଦବାଦଠାରେ ଏକ ଶ୍ମଶାନ ଛାତ ଭୁଷୁଡ଼ି ଯାଇଥିଲା । ଛାତ ଭୁଷୁଡ଼ିବା ବେଳେ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ଘଟଣା ସ୍ଥଳରେ ୧୫ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା ଓ ବହୁତ ଲୋକ ଆହତ ହୋଇଥିଲେ ଓ  ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବାପରେ ତାଙ୍କର ମୃତ୍ୟୁ ହୋଇଥିଲ। । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାର ସୂଚନା ପାଇ ଦୁଃଖ ପ୍ରକାଶ କରିବା ସହିତ ଆହତ ଓ ମୃତ ବ୍ୟକ୍ତିଙ୍କ ପରିବାରକୁ ଯଥା ସମ୍ଭବ ସହୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି ଗାଜିୟାବାଦରେ ହେଉଥିବା ବର୍ଷା ସମୟରେ ଏକ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବହୁତ ଲୋକ ଏକାଠି ହୋଇଥିଲେ । ଏହି ସମୟରେ ଶ୍ମଶାନ ଗୃହର ଛାତ ଭୁଷୁଡି ପଡ଼ିଥିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking