32.1 C
Bhubaneswar
Friday, April 26, 2024
Homeଓଡିଶାଦେଶରେ ଏ ଯାଏଁ କୋରୋନାର ତୃତୀୟ ଲହରୀ ଆସିନାହିଁ

ଦେଶରେ ଏ ଯାଏଁ କୋରୋନାର ତୃତୀୟ ଲହରୀ ଆସିନାହିଁ

ଭୁବନେଶ୍ୱର : ଦେଶରେ ଏ ଯାଏଁ କୋରୋନାର ତୃତୀୟ ଲହରୀ ଆସିନାହିଁ । ସବୁ ଆକଳନ ଠିକ୍ ହେବ ବୋଲି କହିହେବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଶୀତଦିନରେ ଭିଡ କମ୍ ଯୋଗୁଁ କୋରୋନା ସଂକ୍ରମଣ ବି କମ୍ ରହିବ । କିନ୍ତୁ ଛୋଟ ବଡ ଭୁଲ୍ ବିପଦକୁ ଡାକି ଆଣିପାରେ । ଏବେ କୌଣସି କଟକଣା ନ ଥିବାରୁ ବାହାର ରାଜ୍ୟରୁ ଲୋକେ ଆମ ରାଜ୍ୟକୁ ଆସିବେ । ସେମାନେ ଯାହା ପାଖକୁ ଆସୁଛନ୍ତି, ସେମାନେ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking