27.1 C
Bhubaneswar
Tuesday, May 7, 2024
Homeକରୋନାଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୬୪ କୋଭିଡ୍ ପଜିଟିଭ୍ ଚିହ୍ନଟ, ୪୩୯...

ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୬୪ କୋଭିଡ୍ ପଜିଟିଭ୍ ଚିହ୍ନଟ, ୪୩୯ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି । ଦିନକରେ ୩ ଲକ୍ଷ ୬ ହଜାର ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୪୯,୩୩୫ ହୋଇଯାଇଛି । ସେହିପରି ଦିନକରେ ୪୩୯ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ ରେ ପହଞ୍ଚିଛି ।

ଏଥିସହିତ ଦେଶରେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨,୪୩,୪୯୫ ଜଣ ଆକ୍ରାନ୍ତ । ଏହାକୁ ମୋଟ ସୁସ୍ଥ ହୋଇଛନ୍ତି ୩ କୋଟି ୬୮ ଲକ୍ଷ ୪ ହଜାର ୧୪୫ ଜଣ ସଂକ୍ରମିତ । ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜୋରଦାର୍ ହେଉଛି । ଏବେସୁଦ୍ଧା ମୋଟ ଟିକା ନେଲେଣି ୧୬୨ କୋଟି ୨୬ ଲକ୍ଷରୁ ଅଧିକ ଲୋକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking