28.1 C
Bhubaneswar
Saturday, April 27, 2024
Homeଓଡିଶାବ୍ୟାସନଗର ରେ ବିଜେପି ଓ ବିଜେଡ଼ି ବିରୁଦ୍ଧରେ ଯୁଦ୍ଧ ଦେଇ ଡାକରା ଦେଲା ନେତୃ ଵୁନ୍ଦ...

ବ୍ୟାସନଗର ରେ ବିଜେପି ଓ ବିଜେଡ଼ି ବିରୁଦ୍ଧରେ ଯୁଦ୍ଧ ଦେଇ ଡାକରା ଦେଲା ନେତୃ ଵୁନ୍ଦ ମାନେ ଦୁଇ ଦଳ କୁ ଟାର୍ଗେଟ କଲେ 

ଯାଜପୁର:  ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ଜାତୀୟ କଂଗ୍ରେସର ଆହ୍ବାନ କ୍ରମେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଓ ଅଣ ଅଂଗଠିତ ରାଜ୍ୟ ଶ୍ରମିକ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ଯୁଦ୍ଧଙ୍ଗ ଦେଇ ଡାକରା ଦେଇ ଛି କଂଗ୍ରେସ ର ଗର୍ଜନ ଦୁଇ ଦଳ କୁ ଘାଇଲା କରିଛି କଂଗ୍ରେସ ଏବେ ଜନସାଧାରଣ ଙ୍କ ସମସ୍ୟା କୁ ନେଇ ଜନ ମରଣ ନୀତି ବିରୁଦ୍ଧରେ ରାଜ ରାସ୍ତା କୁ ଓଲ୍ଲାଇଛି l ଏହି ଲଢେଇ ମୋଦି ଓ ବିଜେଡ଼ି ସରକାର କୁ ଗlଦି ଚୂଥ୍ୟ ହେବା ପଯ୍ୟନ୍ତ ଲଢେଇ କରିବ l ଜନତା ଙ୍କ ସ୍ୱlର୍ଥ ରଖିବା ପାଇଁ ସଂକଳ୍ପ ଵଧ lବୋଲି ଶ୍ରୀମତୀ ପରିଡା ଓ ଶ୍ରୀ ମହାନ୍ତି ଗଣ ମାଧ୍ୟ୍ୟମ କୁ ସୂଚନା ଦେଇ ଛନ୍ତି l ମୋଦୀ ସରକାର ଏବଂ ନବୀନ ସରକାରଙ୍କ ମିଳିତ ଦରବୃଦ୍ଧି ଏବଂ ମନମୁଖୀ ଶାସନ ବିରୋଧରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଆଉ ମଧ୍ୟ ଚୋରଦା ଛକ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ବିରାଟ ସାଇକେଲ ରାଲି ର କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳ ତା ଓ ଦର ଦାମ ଅହେତୁକ ବୃଦ୍ଧି ରେ ବିରୁଦ୍ଧରେ ନାରା ମାନ ଦେଇ ଥିଲେ ଏବଂ ଗୋପବନ୍ଧୁ ଛକ ଠାରୁମହିଳା ମାନେ ପାଦ ରେ ଚାଲି ଚାଲି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମlରଣ ନୀତି ଚଳିବ ନାହିଁ ମହିଳା କଂଗ୍ରେସ ତାର ଜବାବ ଦେଵ ପି ସି ସି ମହିଳା ସଭାପତି ବନ୍ଦିତା ପରିଡା ଜିନିନ୍ଦା ବାଦ ଧ୍ୱନି ମାନ ଦେଇ ତହସିଲ୍ କାର୍ଯ୍ୟାଳୟ ଓ ପୌରପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ସାଇକେଲ ରାଲି ହୋଇଥିଲା । ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ମହାନ୍ତି, ନଗର ସଭାପତି ଶ୍ରୀଯୁକ୍ତ ଦିଲୀପ କୁମାର ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ନିର୍ମଳା ମଲ୍ଲିକ, ଯାଜପୁର ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ରିଚାଶ୍ରୀ ମହାନ୍ତି ଏବଂ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଉପସଭାପତି ଶ୍ରୀମତୀ ଆରତୀ ସ୍ୱାଇଁ ପ୍ରମୁଖ ମାନ୍ୟଗଣ୍ୟ ନେତା ଏବଂ ନେତ୍ରୀମାନେ ଯୋଗଦେଇ ଏଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking