28.1 C
Bhubaneswar
Saturday, April 27, 2024
Homeଓଡିଶାଗେଟ ବନ୍ଦ ହେବା ଟେକ୍ନିକାଲ ନିଷ୍ପତ୍ତି : ଏସଆରସି

ଗେଟ ବନ୍ଦ ହେବା ଟେକ୍ନିକାଲ ନିଷ୍ପତ୍ତି : ଏସଆରସି

ଭୁବନେଶ୍ୱର : ହୀରାକୁଦ ଜଳସ୍ତର ବଢିବା ସତ୍ତ୍ୱେ ଗେଟ ବନ୍ଦ ନେଇ ଏସଆରସିଙ୍କ ସୂଚନା । ଗେଟ ବନ୍ଦ ନିଷ୍ପତ୍ତି ପଛରେ ଛତିଶଗଡର କୈାଣସି ସମ୍ପର୍କ ନାହିଁ । ଗେଟ ବନ୍ଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଟେକ୍ନିକାଲ ପ୍ରଶାସନିକ ନୁହେଁ । ଗେଟ ବନ୍ଦ ହେଲେ ଏହାର ପ୍ରଭାବ ୮ ରୁ ୯ ଘଣ୍ଟା ପରେ ପଡିବ । ୧୮ ରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏ ନେଇ ଆଇଏମଡିଡିଜି ଓ ଆଂଚଳିକ ନିର୍ଦ୍ଦେଶକଙ୍କ ସହ କଥା ହୋଇଛୁ । ଆସନ୍ତା ଲଘୁଚାପର ସେପରି ପ୍ରଭାବ ପଡିବନି ବୋଲି କହିଛନ୍ତି ।

ଚିନ୍ତା ବଢାଇଲା ‘ତେଲ୍‌’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking