ଚିନ୍ତା ବଢାଇଲା ‘ତେଲ୍‌’

ଭୁବନେଶ୍ୱର :ଛତିଶଗଡ ବର୍ଷା ସହ ଚିନ୍ତା ବଢାଇଲା ତେଲ୍ ନଦୀ ପାଣି । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ ନଦୀ ପାଇଁ ଚିନ୍ତା ବଢିଲା । କାଲି ତେଲ ନଦୀରୁ ଦେଢ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମିଶୁଥିଲା । ଆଜି ତାହା ବଢି ସାଢେ ୫ ଲକ୍ଷ ହେଲାଣି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଉପରମୁଣ୍ଡରୁ ହୀରାକୁଦ କୁ ପ୍ରାୟ ୯ ଲକ୍ଷ କ୍ୟୁସେକ ଜଳ ପଶୁଛି । ଉପରମୁଣ୍ଡର ୯ … Continue reading ଚିନ୍ତା ବଢାଇଲା ‘ତେଲ୍‌’