26.1 C
Bhubaneswar
Wednesday, May 8, 2024
Homeଓଡିଶାକୁମ୍ଭୀର ମୁହଁରୁ ଜୀବନ ବଞ୍ଚାଇଲେ ନାବାଳକ

କୁମ୍ଭୀର ମୁହଁରୁ ଜୀବନ ବଞ୍ଚାଇଲେ ନାବାଳକ

କେନ୍ଦ୍ରାପଡା: କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ ।କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବଲୁରିଆ ଅରାଜି ଗାଁ ର ନାବାଳକ ବର୍ତ୍ତିଲେ ।କାଣି ନଦୀରେ ଗାଧୋଇଲା ବେଳେ ଟାଣିନେଲା କୁମ୍ଭୀର । ନଦୀ ଭିତରେ କୁମ୍ଭୀର ମୁହଁରୁ ବର୍ତ୍ତିବାକୁ ଉଦ୍ୟମ କରି ସଫଳ ହେଲେ । ରକ୍ତାକ୍ତ ଅବସ୍ଥାରେ ନଦୀରୁ ଉପରକୁ ଆଣିଲେ କିଛି ସାଙ୍ଗ । ଗୁରୁତର ନାବାଳକ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ।

ସଡକ ଦୁର୍ଘଟଣାରେ ୨ ମୃତ, ୩ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking