ସଡକ ଦୁର୍ଘଟଣାରେ ୨ ମୃତ, ୩ଗୁରୁତର

ଅନୁଗୁଳ : ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ଘଟିଛି ସଦର ଥାନା ବାଳୁଅକଟା ଛକ ନିକଟରେ । ମୃତକମାନେ ହେଲେ ଅନୁଗୋଳ ଟାଉନ୍‌ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ । ପପୁ ବାଇକ ଯୋଗେ ବନ୍ତଳା ଅଞ୍ଚଳରୁ ୨ ମହିଳା ଓ ୧୦ ବର୍ଷର ବାଳିକାଙ୍କୁ ନେଇ ଅନୁଗୋଳ ଅଭିମୁଖେ ଆସୁଥିବାବେଳେ … Continue reading ସଡକ ଦୁର୍ଘଟଣାରେ ୨ ମୃତ, ୩ଗୁରୁତର