27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶସ୍ଥଗିତ ହେବନି ସିବିଏସଇ ଦ୍ୱାଦଶ ପରୀକ୍ଷା

ସ୍ଥଗିତ ହେବନି ସିବିଏସଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କରୋନା କାଳରେ ସ୍ଥଗିତ ହୋଇଥିବା ସିବିଏସଇ ବୋର୍ଡ ତଥା ଅନ୍ୟ ପରୀକ୍ଷା ଗୁଡିକ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ବୈଠକ ଆଜି ଶେଷ ହୋଇଛି ।  ଏହି ବୈଠକରେ ସମସ୍ତ ରାଜ୍ୟ ପରୀକ୍ଷା ଆୟୋଜିତ କରିବା ପାଇଁ ନିଜ ପକ୍ଷ ରଖିଥିଲେ ।ଏବଂ ପରାମର୍ଶ ମଧ୍ୟ ଦେଇଥିଲେ ।  ପରୀକ୍ଷା ଜୁଲାଇରେ ଆୟୋଜିତ ହୋଇପାରେ । ଯେଉଁଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଧିକାରିକ ଭାବେ ଘୋଷଣା ଜୁନ ୧ ରେ କରିବେ ।
ବୈଠକରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିୟା ନିଜ ପକ୍ଷ ରଖି କହିଥିଲେ କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଆୟୋଜିତ କରାଯିବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ  ଛାତ୍ରଛାତ୍ରୀଙ୍କୁ ପୂର୍ବ ନମ୍ବର ଆଧାରରେ ଆଗକୁ ପ୍ରମୋଟ କରାଯିବା ଦରକାର ।  ପରୀକ୍ଷା କରାଇବା ପୂର୍ବରୁ ଯଦି ସେମାନଙ୍କ ଟିକାକରଣ କରାଯାଏ, ତେବେ ଭଲ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking