30.1 C
Bhubaneswar
Friday, April 26, 2024
Homeଓଡିଶାନାଗିନ୍ ଡ୍ୟାନ୍ସରେ ମସଗୁଲ୍ ସୁକିନ୍ଦା ତହସିଲ୍‌ଦାର ବୁଲ୍‌ବୁଲ୍ ବେହେରା

ନାଗିନ୍ ଡ୍ୟାନ୍ସରେ ମସଗୁଲ୍ ସୁକିନ୍ଦା ତହସିଲ୍‌ଦାର ବୁଲ୍‌ବୁଲ୍ ବେହେରା

ଯାଜପୁର : ଆଇନର ରକ୍ଷକ ହୋଇ ନିଜେ ତହସିଦାର ଆଇନ୍‌କୁ  ଭାଙ୍ଗିବା ବୁଦ୍ଧି ଜୀବି ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l କୋଭିଡ୍‌ ଆଇନକୁ ପାଳନ କରିବା ପାଇଁ ସୁକିନ୍ଦା ତହସିଲ୍‌ଦାର୍‌ ମାକ୍ସ ପିନ୍ଧି ନ ଥିବା ବ୍ୟକ୍ତି ମାନଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ କରିବା ସଂଗେ ଲୋକ ଦେଖାଣିଆ ଭାବ ଲୋକ ମାନଂକୁ ତାଗିଦ କରି ବାଃ ବାଃ ନେଉଥିଲେ l ନିଜେ ବାହାଘରରେ ବର ଆଗରେ କୋଭିଡ୍‌ର ସମସ୍ତ ଆଇନକୁ ଉଲଂଘନ କରି ବର ଆଗରେ ନାଗୀନ ଡାନ୍ସରେ ବିଭୋର ହୋଇ ଥିବା ଦୃଶ୍ୟ ଭିଡିଓରେ ଦେଖନ୍ତୁ l

ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲଦାର ଛୁଟିରେ ଭାଇ ବିଭାଘର ପାଇଁ ନିଜ ଘର ଜଗତସିଂହପୁର ଜିଲ୍ଲାର ତ୍ରିତୋଲ ବ୍ଲକର ଜଗନ୍ନାଥପୁର ଗ୍ରାମକୁ ଯାଇଥିଲେ l ବରଯାତ୍ରୀ ଗହଣରେ ବିନା ମାକ୍ସରେ ନାଗୀନ ଡାନ୍ସରେ ମସଗୁଲ ଥିଲେ l ଅନ୍ୟମାନଙ୍କ ପାଇଁ ଆଇନ କଡା କଡ଼ି ଥିଲା ବେଳ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଆଇନ ନାହଁ l ଓଡ଼ିଆରେ ଏକ ଢଗ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ ଦୋଷ ନାହଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking