29.1 C
Bhubaneswar
Monday, May 6, 2024
Homeଓଡିଶାଦୁର୍ଘଟଣାରେ ଚାଲିଗଲା ୪ ବର୍ଷର ଶିଶୁର ଜୀବନ

ଦୁର୍ଘଟଣାରେ ଚାଲିଗଲା ୪ ବର୍ଷର ଶିଶୁର ଜୀବନ

ରାଉରକେଲା: ଦ୍ରୁତଗତି ମହାବିପତ୍ତି । ଏହା ଜାଣିଥିଲେ ମଧ୍ୟ ଲୋକ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥାନ୍ତି । ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ମୂଷାବିରା ଠାରେ ଆଜି ଏକ ଅଲଟୋ କାର୍‌କୁ ହ୍ୟୁଣ୍ଡାଇ କାର ପଛ ପାର୍ଶ୍ୱରୁ ଧକ୍କା ଦେଇଛି ।

ଫଳରେ ଜଣେ ୪ ବର୍ଷ ବୟସର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁର ନାମ ରିସଭ ଓରାମ ବୋଲି ଜଣାପଡ଼ିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି କାରକୁ ଜବତ କରିଛି ।

ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking