ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାସ ଶେଷ ବେଳକୁ ତାପମାତ୍ରା ୪୫ କିମ୍ବା ୪୬ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଆଜି (ବୁଧବାର ଠାରୁ) ୪ଦିନ ପର୍ୟ୍ୟନ୍ତ ଦିନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ। ରାତିରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ। ଆସନ୍ତା ୫ଦିନ ମଧ୍ୟରେ ଅନେକ ସ୍ଥାନରେ … Continue reading ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ