32.1 C
Bhubaneswar
Monday, May 27, 2024
Homeଦେଶ ବିଦେଶକେନ୍ଦ୍ର କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଢ ବର୍ଷ ଧରି ମହଙ୍ଗା ଭତ୍ତା  ଉପରେ ରୋକ ଲଗାଇଥିଲେ । ଏବେ ମହଙ୍ଗା ଭତ୍ତା ୧୭ରୁ ବୃଦ୍ଧି ପାଇ ୨୮ ପ୍ରତିଶତ କରାଯାଇଛି । କେନ୍ଦ୍ର କ୍ୟାବିନେଟର ବୁଧବାର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ବର୍ଦ୍ଧିତ ମହଙ୍ଗା ଭତ୍ତା ଦ୍ୱାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀ ଉପକୃତ ହେବେ । ୨୦୨୦ର ଡିଏ ୧୩ ଏପ୍ରିଲ ୨୦୧୩କୁ ଆସନ୍ତା ଏକ ବର୍ଷ ଯାଏଁ ବନ୍ଦ କରାଯାଇଥିଲା । ସରକାର ଏହି ଅର୍ଥକୁ ମେଡିକାଲ ଏମରଜେନ୍ସି ପାଇଁ ରଖିଥିଲେ । ୧ ଜୁଲାଇ ୨୦୨୦, ୧ ଜାନୁୟାରୀ ୨୦୨୧ରୁ ଆରମ୍ଭ କରି ୧ ଜୁଲାଇ  ୨୦୨୧ ଯାଏ ଏହାକୁ ବନ୍ଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking