29.1 C
Bhubaneswar
Wednesday, May 1, 2024
Homeଓଡିଶାଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ

ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ

ଭୁବନେଶ୍ୱର : ଅସହ୍ୟ ଖରା। ତେଲ କଡେଇରେ ଭାଜି ହେଉଛି ସାରା ଓଡିଶା। ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି: ୪୧.୬, ଝାରସୁଗୁଡା ୪୧.୪,ବାଲେଶ୍ୱର ୪୦.୫, ସମ୍ବଲପୁର ୪୦.୩,କେନ୍ଦୁଝର ୪୦, ରାଉରକେଲା ୩୯.୯, ହୀରାକୁଦ ୩୯.୫, ଗୋପାଳପୁର ୩୫.୬, ପୁରୀ ୩୪.୮, ପାରାଦୀପ ୩୪.୨ଡିଗ୍ରୀ ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking