29.1 C
Bhubaneswar
Saturday, April 27, 2024
Homeଓଡିଶାବସରେ ଲାଗିଲା ନିଆଁ

ବସରେ ଲାଗିଲା ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର ସହିଦନଗରରେ ଆଜି ଏକ ବସରେ ନିଆଁ ଲାଗି ଯାଇଛି । ବସଟି ଥୁଆ ହୋଇଥିବା ସମୟରେ ହଠାତ ନିଆଁ ଲାଗି ଯାଇଥିଲା । ତେବେ ବସଟି ହୁ ହୁ ହୋଇ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏପରି ଅଗ୍ନିକାଣ୍ଡ କିପରି ଘଟିଲା ଓ ଏହାର କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନି। ଉକ୍ତ ବସଟି କେଉଁଠୁ କେଉଁଠିକୁ ଯାଉଥିଲା, ନିଆଁ ଲାଗିବା ସମୟରେ ବସରେ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି।
https://onakhabar.com/2019/12/25/death-11/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking