34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଏବେ ‘ବୁକ ମାଇ ସୋ’ରେ ଦେଖିପାରିବେ ସିନେମା

ଏବେ ‘ବୁକ ମାଇ ସୋ’ରେ ଦେଖିପାରିବେ ସିନେମା

ନୂଆଦିଲ୍ଲୀ: ‘ବୁକ ମାଇ ସୋ’ ଏପର୍ଯ୍ୟନ୍ତ ମୁଭି ଟିକଟ ଓ ସୋ’ ଟିକଟ ବୁକିଂ ରେ ବ୍ୟବହାର ହେଉଥିଲା । ହେଲେ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର ଯେ, ଏବେ ‘ବୁକ ମାଇ ସୋ’, ଷ୍ଟ୍ରିମ ଭିଡିଓ ଅନ ଡିମାଣ୍ଡ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ଭାରତରେ ଲଂଚ କରିଛି । ଏମିତି ସମୟରେ ଏହା ଲଂଚ ହୋଇଛି, ଯେଉଁ ସମୟରେ କୋଭିଡ ମହାମାରୀ ସଂପୂର୍ଣ୍ଣ ଭାବରେ ମନୋରଂଜନ ଦୁନିଆକୁ ପ୍ରଭାବିତ କରିଛି । ଏମିତି ସମୟରେ ଲୋକଙ୍କ ମଧ୍ୟରେ ଓଟିଟି ପ୍ଲାଟଫର୍ମ ଅନେକ ଲୋକପ୍ରିୟ ହୋଇପାରିଛି । ‘ବୁକ ମାଇ ସୋ’ ପ୍ଲାଟଫର୍ମରେ ଆପଣଙ୍କୁ ୬୦୦ରୁ ବି ଅଧିକ ମୁଭି ଦେଖିବାକୁ ମିଳିବ । ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଏହାର ବ୍ୟବହାର କରିହେବ । ତେବେ ନିଜ ପ୍ରିୟ ମୁଭି ଦେଖିବା ପାଇଁ ଆପଣଙ୍କୁ ପେମେଣ୍ଟ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking