38.1 C
Bhubaneswar
Friday, April 26, 2024
Homeଅପରାଧରଥଯାତ୍ରା ପୂର୍ବରୁ ପୁରୀରେ ବୋମାମାଡ

ରଥଯାତ୍ରା ପୂର୍ବରୁ ପୁରୀରେ ବୋମାମାଡ

ପୁରୀ: ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । କିନ୍ତୁ ରଥଯାତ୍ରାର ଠିକ କିଛି ଦିନ ପୂର୍ବରୁ ପୁରୀରେ ହୋଇଛି ବୋମାମାଡ । ଏହି ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।

ପାକିସ୍ତାନ ପଞ୍ଜାବରେ ବଢୁଛି ଦୁଷ୍କର୍ମ, ଜରୁରୀ ପରିସ୍ଥିତି ଜାରି କଲେ ସରକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking