ପାକିସ୍ତାନ ପଞ୍ଜାବରେ ବଢୁଛି ଦୁଷ୍କର୍ମ, ଜରୁରୀ ପରିସ୍ଥିତି ଜାରି କଲେ ସରକାର

ଇସଲାମବାଦ: ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଦୁଷ୍କର୍ମ ମାମଲା ବଢିଚାଲିଛି । ଅନେକ ସମୟରେ ମହିଳା ଓ ନାବାଳିକାଙ୍କୁ ଯୌନ ନିର୍ଯାତନାର ଖବର ଆସୁଛି । ପ୍ରତିଦିନ ପଞ୍ଜାବରେ ଚାରିରୁ ପାଞ୍ଚ ଜଣ ମହିଳା ଓ କିଶୋରୀ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବରେ ଜରୁରୀ ପରିସ୍ଥିତି ଲଗାଇଛନ୍ତି ସରକାର । ପ୍ରଦେଶ ଗୃହମନ୍ତ୍ରୀ ଅତା ତାରାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣା ସମାଜ ଏବଂ ସରକାର ପାଇଁ ବଡ … Continue reading ପାକିସ୍ତାନ ପଞ୍ଜାବରେ ବଢୁଛି ଦୁଷ୍କର୍ମ, ଜରୁରୀ ପରିସ୍ଥିତି ଜାରି କଲେ ସରକାର