28.1 C
Bhubaneswar
Saturday, April 27, 2024
Homeଓଡିଶାସରକାର ଙ୍କ ଅନ୍ଧା କାନୁନ ଅନ୍ଧ ଙ୍କୁ ଆଧାର କାର୍ଡ ରୁ ବଞ୍ଚିତ !

ସରକାର ଙ୍କ ଅନ୍ଧା କାନୁନ ଅନ୍ଧ ଙ୍କୁ ଆଧାର କାର୍ଡ ରୁ ବଞ୍ଚିତ !

ଯାଜପୁର: ରାଜ୍ୟ ଓ କେନ୍ଦ୍ର ସରକାର ଖାଉଟି କଲ୍ୟାଣ ଯୋଜନା ରେ ଗରିବ ଲୋକ ମାନଂକୁ ରେସନ କାର୍ଡ ମାଧ୍ୟମ ରେ ଚାଉଳ ଗହମ କିରୋସିନ ଅନ୍ୟାନ ସାମଗ୍ରୀ ଯୋଗାଇ ଦେଉଛନ୍ତି ଏହି ପାରି ଭିନ୍ନକ୍ଷମ ଅନ୍ଧ ଛୋଟା ଲୋକମାନ ଙ୍କୁ ଭତା ଓ ଅନ୍ୟାୟ ଯୋଜନା ରେ ଅନ୍ତର୍ଭୁକ୍ତ କରିଛନ୍ତି କିନ୍ତ ଯାଜପୁର ଜିଲ୍ଲା ର କୋରେଇ ବ୍ଲକ ରେ ଏହା ର ବ୍ୟତିକ୍ରମ ଘଟୁଛି ଏହାର ଦୁଷ୍ଟନ୍ତ ଦେଖିବାକୁ ମିଳୁଛି ପୃଣ୍ଣଚନ୍ଦ୍ର ମାଲିକ ୭0ବର୍ଷ କ୍ଷେତ୍ର ରେ ସେ ଜନ୍ମ ରୁ ଅନ୍ଧ ତାଙ୍କ ର ଗୁଣ୍ଠ ଠେ ନାହିଁ ପାଞ୍ଚ ଥର ଆଧାର କାର୍ଡ ପାଇଁ ଫୋଟୋ ଉଠେଇ ଥିଲେ ମଧ୍ୟ ଆଧାର କାର୍ଡ ମିଳି ନାହିଁ ସେ ଅନ୍ଧ ହୋଇଥିବାରୁ କାର୍ଡ ହୋଇ ପାରୁହିଁ ରେସନ କାର୍ଡ ରୁ ସେ ବଞ୍ଚିତ ଅଛନ୍ତି ତାଙ୍କ ର ମଧ୍ୟ ଭିନ୍ନ ସେହି ପାରି ତାରାକୋଟ ଗ୍ରାମ ର ରଫାଟୁନ ନେସା, ଆସମା ଖାତୁନ, ଇସଲାମ ମହମ୍ମଦ, ଅସଗର ମହମ୍ମଦ, ପ୍ରକାଶ ସାହୁ, ମୁସ୍ତାକିମ, ନଶାରଉଦିନ, ମହମ୍ମଦ ମହସିମ, ସେକ ଜଳଲଉଁଦିନ ପ୍ରମୂଖ ରେସନ କାର୍ଡ ଥିଲେ ମିଳୁନାହିଁ ସେମାନେ ନାମ ଆଧାର ଲିଙ୍କ ହୋଇଛି ବାରମ୍ବାର ବିଡ଼ିଓ ଓ ଜିଲ୍ଲା ପାଳ ଙ୍କୁ ଆଭିଯୋଗ କଲେ ସୁଫଳ ମିଳୁନାହିଁ !ଆଜି ବ୍ଲକ କାର୍ଯ୍ୟାଳୟ କୁ ଆସି ଥିଲେ କୋରେଇ ବ୍ଲକ ରେ ତାଲା ବନ୍ଦ ଥିବାରୁ ବିକ୍ଷୋଭ ସହ ସାପଲାଇ ଇନିସ୍ପେକଟର ନିକଟରେ ଲିଖିତ ଅଭିଯୋଗ କରିଥିଲେ ସପଲାଇ ଇନିସପେକେଟର ଙ୍କୁ ପଚାରି ରୁ ଏହା ଉପରେ ତଦନ୍ତ କରାଯିବ ଅନ୍ୟ ପକ୍ଷ ରେ କୁରୁପାଦ ର ବିମଳା ମାଲିକ, ଅରପୂର୍ଣ୍ଣ ସାହୁ ଓ ତାଳୁଙ୍ଗା ର ଜଣେ ୮0 ବର୍ଷ ବୃଦ୍ଧା ଙ୍କୁ ଭର୍ତ୍ତା ନ ମିଳିବାରୁ ବିଡ଼ିଓ ନିକଟରେ ଅଭିଯୋଗ କରିବା ଆସିଥିଲେ କିନ୍ତୁ ମହାମାରୀ କରୋନା ଭୟ ରେ ବ୍ଲକ ଆଫିସ ରେ ମାସେ ରୁ ଉର୍ଦ୍ଧ ହେବ ଗେଟ ବନ୍ଦ କରିଦିଆଯାଇଛି !ଏହି ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବାବେଳେ ତାହା ଲୋକଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି !ଯଦି ଆଗାମୀ ଦିନ ରେ ଏହି ଗରିବ କଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ନ ପହଁଚେ ସମାଜ ସେବୀ ମନୋଜ ଜେନା, ବିଦ୍ୟାଧର ମହାନ୍ତି ଓ ଅଭିମନ୍ୟୁ ମିଶ୍ର ଆନ୍ଦୋଳନ ସହ ରାଜ ରାସ୍ତା କୁ ଓଲ୍ହାଇ ବୋଲି ଚରମ ବାଣୀ ଶୁଣାଇଛନ୍ତି ! ରିପୋର୍ଟ ଅଭିମନ୍ୟୁ ମିଶ୍ର ONA!

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking