28.1 C
Bhubaneswar
Saturday, April 27, 2024
Homeଓଡିଶାକଟକ -ଭୁବନେଶ୍ୱରେ ବିଜୟ ଅଭିମୁଖେ ବିଜେଡିର ମେୟର ପ୍ରାର୍ଥୀ

କଟକ -ଭୁବନେଶ୍ୱରେ ବିଜୟ ଅଭିମୁଖେ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର : କଟକ ଏବଂ ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥୀ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି । ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ôଥନୀ ସୁଲୋଚନା ଦାସ ୧୦୬୨୩୨ ଖଣ୍ଡ ଭୋଟ୍ ପାଇ ଆଗରେ ରହିଛନ୍ତି । ବିଜେପିର ସୁନୀତ ମୁଣ୍ଡ୍ ୭୦,୩୦୨ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । କଂଗ୍ରସର ମଧୁମିତା ଆଚାର୍ଯ୍ୟ ୭୦୧୯ ଖଣ୍ଡ ଭୋଟ୍ ପାଇଛନ୍ତି ।

ବିଜେଡିର ପ୍ରାର୍ôଥନୀ ସୁଲୋଚନା ଆଗରେ ରହିଛନ୍ତି । ସେହିଭଳି କଟକରେ ବିଜେଡିର ସୁବାସ ସିଂ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୫୩,୩୬୦ଖଣ୍ଡ ଭୋଟ୍ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ କଂଗ୍ରେସର ଗିରିବାଳା ବେହେରା ୩୧,୯୭୩ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ , ବିଜେପିର ଶ୍ରୀତମ ଦାସ ୧୭,୭୦୧ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking