29.1 C
Bhubaneswar
Tuesday, May 7, 2024
Homeଓଡିଶାକଟକନିଜ ପାଇଁ ଘର ଖୋଜିବେ ବର୍ଷା : ଓକିଲ

ନିଜ ପାଇଁ ଘର ଖୋଜିବେ ବର୍ଷା : ଓକିଲ

କଟକ : ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ରଙ୍କ ବୟାନ । ବର୍ଷା ୨ ମାସ ପରେ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଜ ପାଇଁ ଘର ଖୋଜିବେ ବର୍ଷା । ପ୍ରତିମାସ ୧୦ ତାରିଖ ଭିତରେ ୩୦ ହଜାର ଟଙ୍କା ଦେବେ ଅୁନଭବ । ଅନୁଭବଙ୍କ ପୈତୃକ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ବର୍ଷାଙ୍କ ରହଣି ପାଇଁ ବ୍ୟବସ୍ଥା କରିବେ କହିଥିଲେ ଅନୁଭବ । ପୈତୃକ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ । ବାପା ମା ଅସୁସ୍ଥ ଯୋଗୁଁ ଘର ଛାଡିବାକୁ ଆବେଦନ କରିଥିଲେ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking