36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିହାରରେ ହେବ ଜାତିଗତ ଜନଗଣନା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିହାରରେ ହେବ ଜାତିଗତ ଜନଗଣନା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଟ୍‌ନା: ବିହାରରେ ଜାତି ଆଧାରରେ ଜନଗଣନା ହେବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଘୋଷଣା କରିଛନ୍ତି । ତାଙ୍କ ଅନୁସାରେ, ପ୍ରଥମେ କ୍ୟାବିନେଟ୍‌ରେ ଏ ସଂପର୍କରେ ଏକ ପ୍ରସ୍ତାବ ପାରିତ କରାଯିବ । ପରେ ଜାତିଗତ ଜନଗଣନା ଆରମ୍ଭ ହେବ । ଏ ନେଇ ପାଟ୍‌ନାରେ ଏକ ସର୍ବଦଳୀୟ ବୈଠକ ବି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜେଡିୟୁ, ବିଜେପି, ଆର୍‌ଜେଡି, ସିପିଆଇ, ସିପିଆଇଏମ୍‌, କଂଗ୍ରେସ, ଏଆଇଏମ୍‌ଆଇଏମ୍‌, ଏଚ୍‌ଏଏମ୍‌ ପ୍ରମୁଖର ପ୍ରତିନିଧି ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking