29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆୟୁର୍ବେଦିକ ଡାକ୍ତର ଭରସାରେ ବାହାଡ଼ା ଝୋଲା ସ୍ୱାସ୍ଥ୍ୟକେନ୍ଦ୍ର

ଆୟୁର୍ବେଦିକ ଡାକ୍ତର ଭରସାରେ ବାହାଡ଼ା ଝୋଲା ସ୍ୱାସ୍ଥ୍ୟକେନ୍ଦ୍ର

ନୟାଗଡ଼: କୋରନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥୀବା ବେଳେ ଆମ ଦେଶ କିମ୍ବା ରାଜ୍ୟ ବାଦ ପଡିନି ରାଜ୍ୟ ସରକାର ଙ୍କ ତରଫ ରୁ ନିର୍ଦ୍ଦେଶନାରେ ଯେତେ ସମ୍ଭବ ଗ୍ରାମାଞ୍ଚଳରେ ଥୀବା ପ୍ରାଥମିକ କିମ୍ବା ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରିବା ପାଇଁ । କିନ୍ତୁ ତାହା କେତେ ଉପଯୋଗୀ ଦେଖିବାକୁ ବାକି ରହିଲା । ଏମିତି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ା ଝୋଲା କଷ୍ଟିଡାକୁଆ ସ୍ୱାସ୍ଥ୍ୟକେନ୍ଦ୍ର (୧୯୮୧)ରେ (୬) ଶଯ୍ୟା ବିଶିଷ୍ଟ
ସ୍ଥାପିତ ହୋଇଥିଲା । କିନ୍ତୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ଦସଖଣ୍ଡ ପଂଚାୟତର ଲୋକେ ନିର୍ଭର କରନ୍ତି । ଦିର୍ଘ ଦିନଧରି ଲାଗି ରହିଥୀବା ସମସ୍ୟା କିଛି ଦିନରେ ଦୁର ହୋଇପାରିଥୀଲା । କାରଣ ସ୍ଥାନୀୟ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମନୋଜ କୁମାର ସାହୁ ( M B B S) ପାସ୍ ପରେ ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଜୁକ୍ତି କରିଥିଲେ ମାତ୍ର ଦୁଇ ବର୍ଷ ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ମାନଚିତ୍ର ବଦଳି ଯାଇଥିଲା ଯୋଉ ଯାଗାରେ ଦିନକୁ ଦସଜଣ ରୋଗି ଆସୁନଥିଲା ସେଠି ସହସହ ରୋଗି ଆସିବାରେ ଲାଗିଲେ କିନ୍ତୁ କିଛି ଦିନ ହେବ ଉଚ ସିଖ୍ୟା ପାଇଁଚାଲିଗଲେ ତଥାପି ରୋଗି ଆସିବା ଦିନକୁଦିନ ବଢୁଥିବା ବେଳେ ଆଇରୋବେଦିକି ଡକ୍ଟର ସେବାରେ କମ୍ କରିନାହାନ୍ତି ଏଥୀସହ ଅଗରୁ ଗୋଟାଏ ବି ଡେଲିଭରି ହେଉନଥୀବା ବେଳେ ଆଜିର ଦିନରେ ମାସକୁ (୧୫ରୁ୨୦)ଡେଲିଭର ହୋଇ କମ ଖର୍ଚ୍ଚ ରେ ଯାଉଛନ୍ତି। ଫଳରେ ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ରୋଗି ଭରସାକରନ୍ତୀ କିନ୍ତୁ ଗୋଟିଏ (N M)ସହ ଷ୍ଟାଫ୍ ନର୍ସ ଦ୍ଵାରା (୨୪) ଘଣ୍ଟିଆ ସେବା ଦିଅନ୍ତି । କିନ୍ତୁ ସୁଣିବାକୁ ମିଳୁଛି ଷ୍ଟାଫ୍ ନର୍ସ ଙ୍କ ର ଡେପୁଟେସନ ଦ୍ୱାରା ନିକଟସ୍ଥ ମହିପୁରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବଦଳି କରାଯାଇଛି । ଏହି ଖବର ପ୍ରକାଶ ପାଇଲା ପରେ ଅଂଚଳରେ ତିବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରଥମେ (MBBS) ଡାକ୍ତର ପଦବୀ ଖାଲି ପୁଣି ଷ୍ଟାଫ୍ ନର୍ସ ପଦବି ଖାଲି । ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେବେ ଆଠଟି ପଚାୟତର ଗ୍ରାମ ବାସୀ ଏଥୀପ୍ରତି ଜିଲ୍ଲାପାଳ ଦୁଷ୍ଟି
ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking