38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆୟୁଷ୍ମାନ ଭାରତ ଲାଗୁ ନେଇ ମାମଲା

ଆୟୁଷ୍ମାନ ଭାରତ ଲାଗୁ ନେଇ ମାମଲା

ଭୁବନେଶ୍ୱର: ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ନେହେବା ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଜନୈକ ପି.ଶେଖର ରାଓଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ ହୋଇଛି । ଓଡିଶା ସହ ୪ଟି ରାଜ୍ୟରେ ଲାଗୁ ହୋଇନଥିବାରୁ ରିଟ୍ ପିଟିସନ କରାଯାଇଛି । ମାମଲାକୁ ବିଚାର ପାଇଁ ଗ୍ରହଣ କରି ୪ ରାଜ୍ୟକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ । ଓଡିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ କରିଛନ୍ତି ସରକାର । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ପରିଚାଳନା କରୁଥିବା ଆଇନଜୀବି ହିତେନ୍ଦ୍ର ରଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking