29.1 C
Bhubaneswar
Saturday, April 27, 2024
Homeଓଡିଶାଅଡିଓ ସିଡି ଉନ୍ମୋଚନ

ଅଡିଓ ସିଡି ଉନ୍ମୋଚନ

ଯାଜପୁର;ଯାଜପୁର ବ୍ଲକ ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ମନ୍ଦୀର ପରିସରରେ ଏକ ନୂତନ ଅଡିଓ ସିଡି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗେଶ୍ୱର ଉନ୍ନୟନ କମିଟି ପ୍ରଯୋଜନାରେ ପ୍ରସ୍ତୁତ ଏହି ଅଡିଓ ସିଡିର ଗୀତ ରଚନା କରିଛନ୍ତି ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ପ୍ରତ୍ୟେକ ଗୀତକୁ ସ୍ୱର ଦେଇଛନ୍ତି ପ୍ରସିଦ୍ଧ ସଂଗୀତ ନିର୍ଦ୍ଧେଶକ ମନ୍ମଥ ମିଶ୍ର । ଏହି ଅଡିଓ ସିଡିର ପ୍ରତ୍ୟେକଟି ଗୀତକୁ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ କଣ୍ଠଦାନ କରିଛନ୍ତି । ସିଡି ଉନ୍ମୋଚନ ଅବସରରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଏବଂ ସଂଗୀତ ନିର୍ଦ୍ଧେଶକ ମନ୍ମଥ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାବା ଲିଙ୍ଗେଶ୍ୱରଙ୍କ କୃପା ଓ କରୁଣା ଭିକ୍ଷା କରିଥିଲେ । ଏହି ଅବସରରେ ଆୟୋଜକ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking