28.1 C
Bhubaneswar
Saturday, April 27, 2024
Homeଓଡିଶାହିନ୍ଦୁ ଝିଅକୁ ଜବରଦସ୍ତ ବିବାହ କରିବାକୁ ଉଦ୍ୟମ

ହିନ୍ଦୁ ଝିଅକୁ ଜବରଦସ୍ତ ବିବାହ କରିବାକୁ ଉଦ୍ୟମ

ଭୁବନେଶ୍ୱର: ୧୬ ବର୍ଷର ହିନ୍ଦୁ ଝିଅକୁ ଜବରଦସ୍ତି ଭାବରେ ବିବାହ କରିବାକୁ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ରେ ଦେଖିବାକୁ ମିଳିଛି । ଜଣେ ମୁସଲମାନ ଯୁବକ ହିନ୍ଦୁ ଝିଅକୁ ପ୍ରେମ କରୁଥିଲେ । ପରିବାର ଲୋକେ ରାଜି ନହେବାରୁ ତାକୁ ଘରୁ ବାରମ୍ବାର ନେଇ ଆସିଵା ସହ ଝିଅର ବାପାମାଙ୍କୁ ଧମକ ଦେଇ ବାଡିଆ ପିଟା ବି କରୁଥିଲା ବୋଲି ଅଭିଯୋଗ ହୋଇଛି । ପରେ ଖବର ପାଇ ବଜରଙ୍ଗଦଳ କାର୍ଯ୍ୟକର୍ତା ଉଦ୍ଧାର କରି ବରଗଡ଼ ପୋଲିସ ଜିମା ଦେଇଛନ୍ତି । ଅନ୍ୟପଟେ ଉକ୍ତ ଯୁବକ ଜଣଙ୍କ ଫେରାର ରହିଥିବା ବେଳେ ତାର ବାପାକୁ ପୋଳିସ ଅଟକ ରଖିଥିବା ସୂଚନା ମିଳିଛି। ଦୟା କରି ବରଗଡ ଥାନାକୁ ଆସିବା ପାଇଁ ଅନୁରୋଧ କରାଯାଇଛି । ଉକ୍ତ ଯୁବକ ଜଣକ ବାରମ୍ବାର ଫୋନକରି ଧମକ ଦେଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking