34.1 C
Bhubaneswar
Thursday, April 25, 2024
Homeଓଡିଶାପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ସରକାରଙ୍କ ଯୋଜନା କାର୍ଯ୍ୟ କାରିତା ଉପରେ ଭିଡ଼ିଓ କନଫରେନ୍ସ...

ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ସରକାରଙ୍କ ଯୋଜନା କାର୍ଯ୍ୟ କାରିତା ଉପରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜେଡି ଯୁବ କର୍ମୀ ମାନଂକୁ ପରାମର୍ଶ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସରକାର ବିଭିନ୍ନ ଯୋଜନା ଲୋକ ମାନଙ୍କ ନିକଟରେ ପହଂଚି ବା ପାଇଁ ପୂର୍ବ ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ବିଜେଡି କର୍ମୀ ମାନଂକୁ ଗୁରୁ ମନ୍ତ୍ର ଦେଇଛନ୍ତି ।
ଆଜି ସେ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳର ଯୁବକମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ ଚନ୍ଦ୍ର ଘଡ଼ାଇ। ଯୁବ,ମହିଳା,ଛାତ୍ର ସଂଗଠନ କର୍ମକର୍ତ୍ତା ନିୟମିତ ବୈଠକ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ଉଚିତ।ଏହାସହ ସଂଗଠନକୁ କିପରି କ୍ରିୟାଶୀଳ କରାଯିବ ସେ ସଂପର୍କରେ ସୁକିନ୍ଦା ବ୍ଲକ 39 ନମ୍ବର ଜୋନର ବିଜେଡି କର୍ମକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ରେ ଚର୍ଚ୍ଚା କରିଛନ୍ତି ପ୍ରଫୁଲ ଘଡ଼ାଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking