30.1 C
Bhubaneswar
Saturday, May 4, 2024
Homeଓଡିଶାଅଟୋ - ଟ୍ରକ୍ ମୁହାଁମୁହିଁ : ୩ ମୃତ

ଅଟୋ – ଟ୍ରକ୍ ମୁହାଁମୁହିଁ : ୩ ମୃତ

ଊମରକୋଟ : ଅଟୋ – ଟ୍ରକ୍ ମୁହାଁମୁହିଁ ଧକ୍କା ; ୩ ମୃତ , ୮ ଆହତ । ରାଇଘର ଥାନା ଯୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୩ ମୃତକଙ୍କ ମୃତ୍ୟୁରେ ୨ ମହିଳା ଥିବାବେଳେ ୮ ଆହତ ମେଡିକାଲରେ ଭର୍ତ୍ତି ।

 

୨୫ ରେ ଓଡିଶା ଆସିବେ ଅମିତ୍ ଶାହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking