30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଶତତମ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

ଶତତମ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

ନୁଆଦିଲ୍ଲୀ : ମହାରାଷ୍ଟ୍ର ଠାରୁ ପଶ୍ଚିମବଙ୍ଗ ଯିବାକୁ ଥିବା ଶତତମ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ମହାରାଷ୍ଟ୍ର ସାଙ୍ଗୋଲା ଠାରୁ ପଶ୍ଚିମ ବଙ୍ଗର ଶାଲିମାର ଯାଏଁ ଚାଲିବ । ଏହା ଏକ ମାଲବାହୀ ଟ୍ରେନ ହୋଇଥିବାରୁ ଏଥିରେ ପନି ପରିବା ଫଳ ଯଥା କୋବି ,ଲଙ୍କା, କ୍ୟାପସିକମ , ଅଙ୍ଗୁର ,କମଳା .ଡ଼ାଳିମ୍ବ.ଆତ ଇତ୍ୟାଦି ପରିବହନ କରାଯିବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି୪.୩୦ ସମୟରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହେବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ,ଓ ପୀୟୁଷ ଗୋୟଲ ମଧ୍ୟ ଯୋଗ ଦେବେ । ଫଳ ଓ ପନିପରିବା ପରିବହନ ପଇଁ କେନ୍ଦ୍ର ସରକାର ସବସିଡ଼ି ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଭାରତରେ କୃଷି ଯାତ ଦ୍ରବ୍ୟର ଶୀଘ୍ର ଯୋଗାଣ ଓ ପରିବହନକୁ ବୃଦ୍ଧି କରିବା ପାଇଁ ଏହା ସରକାରଙ୍କ ତରଫରୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚାଷୀ ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking