24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଲାଞ୍ଚ ମାଗି ଏଏସଆଇ ଓ ହୋମଗାର୍ଡ ଗିରିଫ

ଲାଞ୍ଚ ମାଗି ଏଏସଆଇ ଓ ହୋମଗାର୍ଡ ଗିରିଫ

ମାଲକାନଗିରି : ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର ଜଣେ ଏଏସଆଇ ଓ ୨ ହୋମଗାର୍ଡଙ୍କୁ ଗିରଫ କରାଯାଇଛି । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାଲକାନଗିରି ଏସପି  ଅନ୍ୟ ଜଣେ ଏସଆଇଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାୟୀ, ୪ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣାରେ ଜଣାପଡିବା ପରେ ସମ୍ପୃକ୍ତ ଏଏସଆଇ ଓ ୨ ହୋମଗାର୍ଡଙ୍କ ନାଁରେ ମାମଲା ରୁଜୁ ହେବାସହ ତଦନ୍ତ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking