30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗିରିଫ ହେଲେ ଓଟିଭି ସିଏଫ୍‌ଓ

ଗିରିଫ ହେଲେ ଓଟିଭି ସିଏଫ୍‌ଓ

ଭୁୁବନେଶ୍ୱର :ଆଜି ସକାଳେ ଓଟଭି ସିଏଫ୍‌ଓଙ୍କୁ କ୍ରାଇମ ବ୍ରାଂଚ ଉଠାଇନେଇଥିଲା ।କିନ୍ତୁ ଏବେ ତାଙ୍କୁ ଗିରଫ କରାଯାଇଛି ।ଲଗାତାର ଭାବରେ ଚର୍ଚ୍ଚାରେ ରହି ଆସୁଥିବା ସାରୁଆ ଜମି କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ମାମଲାରେ କ୍ରାଇମ ବ୍ରଂଚ ମନୋରଂଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି । କ୍ରାଇମ୍ ବ୍ରାଂଚର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ରବିବାରଠାରୁ ଲଗାତାର ଜେରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ସାରୁଆରେ ଓଟିଭି ଏବଂ ଏହାର କତୃପକ୍ଷଙ୍କ ଦ୍ୱାରା ବେଆଇନ୍ ଅନୁସାରେ ଅନୁସୂଚିତ ବ୍ୟକ୍ତିଙ୍କ ଜମି ଅକ୍ତିଆର କରିଥିଲେ । ଏନେଇ ପ୍ରଥମେ ସ୍ଥାନୀୟ ବାଘମାରୀ ପୋଲିସ୍ ତଦନ୍ତ କରୁଥିବା ବେଳେ ପରେ ଏହା କ୍ରାଇମ୍ ବ୍ରାଂଚ ହାତକୁ ଯାଇଥିଲା । କ୍ରାଇମ୍ ବ୍ରାଂଚ ଅଧିକାରୀଙ୍କ ସୂଚନା ସୁତାବକ ମନୋରଂଜନ ଷଡ଼ଙ୍ଗୀଙ୍କ ବିରୋଧରେ ଅନେକ ଦଫା ଲାଗିଛି । ଗିରଫ ପରେ ମନୋରଂଜନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା ସେଥିପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।ତେବେ ପ୍ରଥମିକ ତଦନ୍ତରେ ଅସିଥିବା ଅଭିଯୋଗରେ ତାଙ୍କର ସଂମ୍ପୃକ୍ତି ଜଣାପଡ଼ିଛି ତେଣୁ ତାଙ୍କୁ ଗିରିଫ କରାଯାଇଛି । ଏହି ତଦନ୍ତ ଆହୁରୀ ଜୋରଦାର ଚାଲିବ ବୋଲି ପୋଲିସ୍‌୍ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking