28.1 C
Bhubaneswar
Saturday, April 27, 2024
Homeଓଡିଶାଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତନିଧି

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତନିଧି

ପୁରୀ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି । ବିଜେଡିର ଲେନିନ ମହାନ୍ତି , ବିଜେପିର ଯତୀନ ମହାନ୍ତି, ସୁଦୀପ ରାୟ କଂଗ୍ରେସର ଆ ର୍ଯ୍ୟ ଜ୍ଞାନେନ୍ଦ୍ର, ସ୍ଥପତି ସୁଦର୍ଶନ ସାହୁ , ସଂସ୍କୃତି ଗବେଷକ ପ୍ରଫଉଲ୍ଲ ରଥ, ଅନୀଲ ଧୀର ପ୍ରମୁଖ ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିଛନ୍ତି । ପ୍ରତିନିଧି ଦଳଙ୍କ ସହ ରହିଛନ୍ତି ଏଏସଆଇ ର ଅତିରିକ୍ତ ଅଧିକ୍ଷକ ଚିତ୍ତରଂଜନ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking