26.1 C
Bhubaneswar
Wednesday, May 8, 2024
Homeଓଡିଶାଆରବର୍ଷ ଦିନକରେ ସବୁ +୨ ରେଜଲ୍ଟ

ଆରବର୍ଷ ଦିନକରେ ସବୁ +୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ବର୍ଷ ଠାରୁ +୨ରେ ଆସିବ ବ୍ୟାପକ ସଂସ୍କାର । ମାଟ୍ରିକ ଭଳି ବଦଳିବ +୨ ପରୀକ୍ଷା ଢାଞ୍ଚା । ସିଏଚସିଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ । ଗୋଟିଏ ଦିନରେ ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଫଳସୂଚନା ଦେଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking