30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁଳ୍କାଙ୍କ ପରଲୋକ

ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁଳ୍କାଙ୍କ ପରଲୋକ

ମୁମ୍ବାଇ: ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁଳ୍କାଙ୍କ ଆଜି ପରଲୋକ ଘଟିଛି । ମୁମ୍ବାଇ କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ହାର୍ଟ ଆଟାକ୍ ଯୋଗୁଁ ୪୦ ବର୍ଷୀୟ ସିଦ୍ଧାର୍ଥ ଶୁଳ୍କାଙ୍କର ଦେହାନ୍ତ ହୋଇଛି । ତେବେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ମେଡିସିନ୍ ଖାଇଥିଲେ କିନ୍ତୁ ପରେ ଆଉ ଉଠିନଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ହସ୍ପିଟାଲରେ ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking