ଆଠଗଡ: କୂଅରୁ ଭଣଜାକୁ ଉଦ୍ଧାର କରିବାକୁ ଯାଇ ମାମୁ ଗୁରୁତର । ଭଣଜାକୁ ସୁରକ୍ଷିତ ଉଦ୍ଧାର କରିବା ପରେ ନିଜେ ଫସିଗଲେ ମାମୁ । କୁଅରୁ ମାମୁକୁ ଉଦ୍ଧାର କରି ମେଡିକାଲ ପଠାଇଲା ଅଗ୍ନିଶମ ଟିମ୍ । ପୁରୁଣା ତିଗିରିଆରେ ଖେଳିବା ବେଳେ ପୂଅରେ ପଡିଯାଇଥିଲା ଭଣଜା । ୩ ବର୍ଷର ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁ ପଡିଥିଲେ ମାମୁ ।