30.1 C
Bhubaneswar
Friday, April 26, 2024
Homeଓଡିଶାଭଣଜା ପାଇଁ କୂଅକୁ ଡେଇଁଲା ମାମୁ

ଭଣଜା ପାଇଁ କୂଅକୁ ଡେଇଁଲା ମାମୁ

ଆଠଗଡ: କୂଅରୁ ଭଣଜାକୁ ଉଦ୍ଧାର କରିବାକୁ ଯାଇ ମାମୁ ଗୁରୁତର । ଭଣଜାକୁ ସୁରକ୍ଷିତ ଉଦ୍ଧାର କରିବା ପରେ ନିଜେ ଫସିଗଲେ ମାମୁ । କୁଅରୁ ମାମୁକୁ ଉଦ୍ଧାର କରି ମେଡିକାଲ ପଠାଇଲା ଅଗ୍ନିଶମ ଟିମ୍ । ପୁରୁଣା ତିଗିରିଆରେ ଖେଳିବା ବେଳେ ପୂଅରେ ପଡିଯାଇଥିଲା ଭଣଜା । ୩ ବର୍ଷର ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁ ପଡିଥିଲେ ମାମୁ ।

ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ଉପରେ ବାଜିଲା ମୋହର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking