ବାରିପଦା: ଏକ ଗଛ ଡାଳରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହ । ମୋରଡା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡାଳରେ ଝୁଲୁଛି । ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ଯୁବତୀଙ୍କ ପରିଚୟ ଏବେଯାଏଁ ମିଳିପାରି ନାହିଁ । ମୃତ ଯୁବକ ନିକଟସ୍ଥ ଛାତନା ଗାଁର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।