ଭୁବନେଶ୍ୱର : ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀପଟ୍ଟନାୟକଙ୍କ ପରଲୋକ ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ।ସୂଚନାଦେଲେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ । ଭୁବନେଶ୍ୱର ଲୋକସଭା ଆସନରୁ ବହୁବାର ନିର୍ବାଚିତ ହୋଇଥିଲେ । ୧୯୭୭ ରୁ ୧୯୮୦ ୧୯୮୯ ରୁ ୧୯୯୬ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ । ଭୁବନେଶ୍ୱର ଲୋକସଭା ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ ।