27.1 C
Bhubaneswar
Friday, August 12, 2022
Homeଦେଶ ବିଦେଶଟିକସ ଫାଙ୍କି ଉପରେ ଲାଗିବ ଲଗାମ

ଟିକସ ଫାଙ୍କି ଉପରେ ଲାଗିବ ଲଗାମ

ନୂଆଦିଲ୍ଲୀ: ବିଗତ ଦିନରେ ଟିକସ ଫାଙ୍କି ସମ୍ବନ୍ଧୀୟ ଅନେକ ଘଟଣା ସାମ୍ନାକୁ ଆସିଛି । ଏହା ଉପରେ ଲଗାମ ଲଗାଇବା ପାଇଁ ଆସନ୍ତା ମାସରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷଦପତ୍ତି ନିଆଯାଇପାରେ । ଜିଏସଟି କାଉନସିଲ ସମରୀ ରିଟର୍ଣ୍ଣ ଓ ମାସିକ ଟିକସ ଦାଖଲ ଫର୍ମ ଜିଏସଟିଆର-୩ବି ରେ ସଂଶୋଧନ ଉପରେ ବିଚାର ବିମର୍ଷ କରାଯିବ । ଏହାଦ୍ୱାରା ନକଲି ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ ର ଯାଞ୍ଚ କରାଯାଇପାରିବ । ଜିଏସଟି କାଉନସିଲକୁ କିଛି ଦିନ ପୂର୍ବେ ଟିକସ ପୈଠ ମାମଲା ରେ ଖୁବ୍ ଜାଲିଆତି ହୋଇଥିବା ଅଭିଯୋଗ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଜିଏସଟିଆର-୩ବି ଏକ ସମରୀ ଷ୍ଟେଟ୍ମେଣ୍ଟ ଓ ମାସିକ ଜିଏସଟି ଦାଖଲ ପାଇଁ ପ୍ରତି ମାସର ୨୦ , ୨୨ , ୨୪ ତାରିଖ ଭିତରେ ଭିନ୍ନ ପଦ୍ଧତିରେ ଏହି ଫର୍ମ ଦାଖଲ କରିବାକୁ ପଡିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking