28.1 C
Bhubaneswar
Friday, March 29, 2024
Homeଓଡିଶାଶିବାଜୀ ପଟ୍ଟନାୟକ ଙ୍କ ପରଲୋକ

ଶିବାଜୀ ପଟ୍ଟନାୟକ ଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀପଟ୍ଟନାୟକଙ୍କ ପରଲୋକ ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ।ସୂଚନାଦେଲେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ । ଭୁବନେଶ୍ୱର ଲୋକସଭା ଆସନରୁ ବହୁବାର ନିର୍ବାଚିତ ହୋଇଥିଲେ । ୧୯୭୭ ରୁ ୧୯୮୦ ୧୯୮୯ ରୁ ୧୯୯୬ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ । ଭୁବନେଶ୍ୱର ଲୋକସଭା ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking