28.1 C
Bhubaneswar
Saturday, April 27, 2024
HomeUncategorizedଗଂଜାମର ୭ ସହରାଂଚଳ ସଟ ଡାଉନ

ଗଂଜାମର ୭ ସହରାଂଚଳ ସଟ ଡାଉନ

ଭୁବନେଶ୍ୱର: ଛତ୍ରପୁର ସବ ଡିଭିଜନର ୭ଟି ଏନଏସିକୁ ସଟ ଡାଉନ ଘୋଷଣା କରାଯାଇଛି । ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର ଏନଏସି ସଟ ଡାଉନ ଘୋଷଣା ହୋଇଛି । କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା ଏନଏସି ମଧ୍ୟ ସଟ ଡାଉନ ଘୋଷଣା ହୋଇଛି । କାଲିଠାରୁ ୨୧ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । କ୍ରମାଗତଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସଟ ଡାଉନ ଘୋଷଣା ହୋଇଛି ।

ଚିନ୍ତା ବଢାଇଲା କରୋନା, ରାଜଧାନୀରୁ ସର୍ବାଧିକ ୯୦ କରୋନା ପଜେଟିଭ ଚିହ୍ନଟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking