37.1 C
Bhubaneswar
Thursday, March 28, 2024
Homeଓଡିଶାପ୍ଲାଜମା ଥେରାପି ଉଦଘାଟିତ

ପ୍ଲାଜମା ଥେରାପି ଉଦଘାଟିତ

ଭୁବନେଶ୍ୱର: ରାଜ୍ୟରେ ଉଦଘାଟନ ହେଲା ପ୍ଲାଜମା ଥେରାପି । କଟକ ଏସସିବି ମେଡିକାଲରେ ପ୍ଲାଜମା ଥେରାପି ଉଦଘାଟନ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ତେବେ ଏହି ଅନସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ବିରୋଧୀ ଆମ ଲଢେଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ । ଓଡିଶାର କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଂଚିତ ହେବେନାହିଁ । ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ମିଳିବ ବୋଲି ନବୀନ କହିଥିଲେ । ସବୁ କରୋନା ଆରୋଗ୍ୟଙ୍କ ପ୍ଲାଜମା ଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking