32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦିନକରେ ୫୦,୩୯୩ କରୋନା ଟେଷ୍ଟ

ଦିନକରେ ୫୦,୩୯୩ କରୋନା ଟେଷ୍ଟ

ଭୁବନେଶ୍ୱର: ଦିନକୁ ଦିନ ଦେଶ ସମେତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାର ୩୯୩ କରୋନା ଟେଷ୍ଟ କରାଯାଇଛି । ଆଣ୍ଟିଜେନ, ଆରଟିପିସିଆର ଓ ଟୁନଟ୍ ଦ୍ୱାରା କରୋନା ପରୀକ୍ଷା କରାଯାଉଛି । ଆଣ୍ଟିଜେନ ଦ୍ୱାରା ୪୧,୪୫୧ ପରୀକ୍ଷା ହୋଇଥିବା ବେଳେ ଆରଟିପିସିଆର ରେ  ୮,୭୯୪ ପରୀକ୍ଷା ଏବଂ ଟୁନଟରେ ୧୪୮ ପରୀକ୍ଷା କରାଯାଇଛି ।
ତେବେ ଗତକାଲି ରାଜ୍ୟରେ ବି ୩ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପୂର୍ବରୁ ଗଂଜାମ ଜିଲ୍ଲା ହଟସ୍ପଟ ପାଲଟିଥିବା ବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ପାଲଟିଛି । ଯାହାକୁ ନେଇ ଏକପ୍ରକାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking