28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବିଶ୍ୱରେ କରୋନା ମୃତ୍ୟୁ ୮ ଲକ୍ଷ ୮୨ ହଜାର

ବିଶ୍ୱରେ କରୋନା ମୃତ୍ୟୁ ୮ ଲକ୍ଷ ୮୨ ହଜାର

ନୂଆଦିଲ୍ଲୀ: ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଏବେ ୮ ଲକ୍ଷ ୮୨ ହଜାର ୯୮୬ ଛୁଇଁଛି । ତେବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୦ ଲକ୍ଷ ୪୩ ହଜାର ୧୭୯ ରହିଥିବା ବେଳେ କରୋନା ସଂକ୍ରମଣରୁ ୧ କୋଟି ୯୧ ଲକ୍ଷ ୪୬ ହଜାର ୨୫୬ ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱର ମୋଟ ୨୧୩ ଦେଶକୁ ମହାମାରୀ କରୋନା ବ୍ୟାପିସାରିଛି । ଅନ୍ୟପଟେ ଦେଶରେ ମହାମାରୀ କରୋନାର ପ୍ରକୋପ ଜାରି ରହିଛି । ଏହାରି ଭିତରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ପାର୍ କରିସାରିଛି । ଏହାକୁ ବାଦ ଦେଲେ ଦେଶରେ କରୋନାଜନତି ମୃତ୍ୟୁ ସଂଖ୍ୟା ବି ୭୦ ହଜାର ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୮୬,୪୩୨ଟି କେସ ସାମ୍ନାକୁ ଆସିଛି । ଆଉ ୧୦୮୯ ଜଣଙ୍କ ପ୍ରାଣ ନେଇଛି କରୋନା । ଅନ୍ୟପଟେ ୩୧୦୭୨୨୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking